ଆଜି ଉଦ୍‌ଘାଟିତ ହେବ ଭୁବନେଶ୍ୱର ନ୍ୟୁ ଷ୍ଟେସନ୍‌

ଭୁବନେଶ୍ୱର : ଭୁବନେଶ୍ୱର ନ୍ୟୁ ଷ୍ଟେସନ୍‌ ଆଜି ଉଦ୍‌ଘାଟିତ ହେବ। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍‌ଘାଟନ କରିବେ। ଆସନ୍ତା କାଲିଠାରୁ ଏହି ଷ୍ଟେସନ୍‌ରେ ପରୀକ୍ଷାମୂଳକ ଭାବେ ୩ଟି ଯାତ୍ରୀବାହୀ ଟ୍ରେନ୍‌ ରହିବ। ଏହି ଟ୍ରେନ୍‌ଗୁଡ଼ିକ ହେଲା ହାଓଡ଼ା-ପୁରୀ-ସନ୍ତ୍ରାଗାଛି, ରାଉରକେଲା-ପୁରୀ -ରାଉରକେଲା ଏବଂ କଟକ-ବ୍ରହ୍ମପୁର-କଟକ ମେମୁ। ୬ ମାସ ପର୍ଯ୍ୟନ୍ତ ଏହି ରହଣି ଜାରି ରହିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ନ୍ୟୁ … Continue reading ଆଜି ଉଦ୍‌ଘାଟିତ ହେବ ଭୁବନେଶ୍ୱର ନ୍ୟୁ ଷ୍ଟେସନ୍‌